ଆଜିର ଅନୁଚିନ୍ତା

by livenewstv
0 comments

ସବୁ ମିଳିପାରେ ସାରା ଦୁନିଆରେ
ଆନନ୍ଦ ମିଳିବ ନାହିଁ,
ସୁକର୍ମ ବଳରେ ଈଶ୍ବରଙ୍କ ଠାରୁ
ଆନନ୍ଦାଶିଷ ମିଳଇ ।
ନିଜର ଥାଉ କି ନ ଥାଉ ଚରିତ୍ର
କିନ୍ତୁ ମଣିଷ ଖୋଜନ୍ତି ପବିତ୍ର ।
ଅହଙ୍କାର ଅନ୍ଧ ହୋଇଥିବା ମଣିଷକୁ ନିଜର ଭୁଲ୍ ଦେଖାଯାଏ ନାହିଁ କିନ୍ତୁ ଅନ୍ୟ ଜଣଙ୍କ ଭୁଲ୍ ବାଛିବା ଛାଡ଼େ ନାହିଁ ।
କିଛି ନିର୍ଦ୍ଧିଷ୍ଟ ବୟସ ଅତିକ୍ରମ କରିବା ପରେ କାହାର ସୁନ୍ଦର ଚେହେରା, ସୈାନ୍ଦର୍ଯ୍ୟ ଭରା ଶରୀର, Hairstyle ଏସବୁ କିଛି ଆକର୍ଷଣ କରେ ନାହିଁ । ଯାହା ଆକର୍ଷଣ କରେ ତାହା ହେଉଛି ଜଣେ ମଣିଷର Personality ଆଉ Character…..
ଶୁଭ ସକାଳ
ଜୟ ଶ୍ରୀକୃଷ୍ଣ – ଦିନଟି ଆପଣଙ୍କର ମଙ୍ଗଳମୟ ହେଉ

You may also like

© Copyright Live News TV 2025. All rights reserved.

Designed and Developed by Web Odisha