ବାସୁଦେବପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚୂଡ଼ାମଣି ଠାରୁ ଗୋପାଳପୁର ପର୍ଯ୍ୟନ୍ତ ୫ କୋଟି ୬ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ରାସ୍ତାକୁ ବାସୁଦେବପୁର …
ବାସୁଦେବପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଚୂଡ଼ାମଣି ଠାରୁ ଗୋପାଳପୁର ପର୍ଯ୍ୟନ୍ତ ୫ କୋଟି ୬ ଲକ୍ଷ ବ୍ୟୟରେ ନିର୍ମାଣ ହେବାକୁ ଥିବା ରାସ୍ତାକୁ ବାସୁଦେବପୁର …
ବାସୁଦେବପୁର ପୌରପାଳିକା ଆନୁକୂଲ୍ୟରେ ଦୀର୍ଘ ଦିନ ଧରି ନିର୍ମାଣ ହୋଇ ରହିଥିବା ଶହୀଦ ସ୍ମୃତି ପାଠାଗାର ପବିତ୍ର ସ୍ଵାଧୀନତା ଦିବସ ଅବସରରେ ଲୋକାର୍ପିତ ହୋଇଯାଇଛି। ପାଠାଗାରର ନାମକୁ ନେଇ ବିବାଦ ଦେଖା ଦେବାରୁ ଦୀର୍ଘଦିନ ପର୍ଯ୍ୟନ୍ତ ଉଦଘାଟନ ନହୋଇ ପଡି ରହିଥିଲା …
ରାଜ୍ୟ ଅମଲାସଂଘ ଡାକରାରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅମଲା ସଂଘ ପକ୍ଷରୁ ଧାରଣା କାର୍ଯ୍ୟକ୍ରମ ଜାରି ରହିଛି। ଗତ ୪ ଦିନ ଧରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ୫ଶହ ରୁ ଉର୍ଦ୍ଧ୍ବ କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହୋଇ …
ଆରଡ଼ି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରରେ ପବିତ୍ର ଜନ୍ମାଷ୍ଟମୀ ନୀତି ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଶୁକ୍ରଵାର ଭୋର ୪ଟା୩୦ରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣଲାଗି ନୀତି ସମ୍ପନ୍ନ ହେବା ପରେ …
ସବୁ ମିଳିପାରେ ସାରା ଦୁନିଆରେ ଆନନ୍ଦ ମିଳିବ ନାହିଁ, ସୁକର୍ମ ବଳରେ ଈଶ୍ବରଙ୍କ ଠାରୁ ଆନନ୍ଦାଶିଷ ମିଳଇ । ନିଜର ଥାଉ କି ନ ଥାଉ ଚରିତ୍ର କିନ୍ତୁ ମଣିଷ ଖୋଜନ୍ତି ପବିତ୍ର । ଅହଙ୍କାର ଅନ୍ଧ ହୋଇଥିବା ମଣିଷକୁ ନିଜର …
ବାଲେଶ୍ବର: ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ 68ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ବାଲେଶ୍ଵର ଶୋଭାରାମପୁର ନୂତନ ଓଭରବ୍ରିଜ୍ ନିକଟରେ ଥିବା ସ୍ବର୍ଗତ ବିଧାୟକଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ମାନସ କୁମାର ଦତ୍ତ …